ପ୍ରାକ୍ ଯୁଦ୍ଧ୍ ସମ୍ଭାବନା ପାଇଁ କୋରପୁଟ ଜିଲା ପ୍ରଶାସନ ପକ୍ଷରୁ ମକ୍ ଡ୍ରିଲ ର ସାମ୍ୱାଦିକ ସମ୍ମିଳନୀ
କୋରାପୁଟ……..କୋରପୁଟ ଜିଲା ପ୍ରଶାସନ ପକ୍ଷରୁ ପ୍ରାକ୍ ଯୁଦ୍ଧ ସମ୍ଭାବନା ପାଇଁ ଆସନ୍ତା କାଲି ହେବାକୁ ଥିବା ମକ ଦ୍ରିଲ ପାଇଁଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଆସନ୍ତାକାଲି ଅପରାହ୍ନ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ସକାଳେ ଜନସାଧାରଣ ଙ୍କୁ ମାଇକ ଦ୍ୱାରା ସଚେତନ କରାଇବା ପରେ ଅପରାହ୍ନ ରେ ବି ମଡ୍ରିଲ୍ କ କରାଯିବ ଆଉ ପନ୍ଦର ମିନିଟ ପାଇଁ ସାଇରନ ବାଜିବ ଏହି ସାଇରନ୍ ବାଜିବା କ୍ଷଣି ଜନସାଧାରଣ ନିଜ ନିଜ ଘରଭିତରକୁ ପଲେଇବେ l ଆଉ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରିବେ କେବଳ ସେତିକି ନୁହ ଉଚ୍ଚ ସ୍ଥାନ ରେ ମାଇକ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯଦ୍ୱାରା ଜନସାଧାରଣ ଙ୍କୁ ଏହି ସାଇରନ ସୁଭିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସ୍ଥାନ ଚିହ୍ନିଟ କରାଯାଇଛି l ଏଥିପାଇଁ ଚବିଶ ଘଂଟିଆ କଣ୍ଟ୍ରୋଲ ରୁମ୍ ବି ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି l ଲୋକଙ୍କୁ ଭୟଭୀତ ନ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ଖଵର
