
ମୟୂରଭଞ୍ଜ ଆର୍ ଟି ଓ ର ଉଦାସୀନତା ଯୋଗୁଁ ରାଜ୍ୟ ସରକାରଙ୍କ ରାଜସ୍ବ ହାନୀ।
———————–
– ପରିବହନ ବିଭାଗର ମୟୂରଭଞ୍ଜ ଜିଲ୍ଲାର ଆର୍ ଟି ଓ ନାକୁ ମାତ୍ର ଚେକିଂ ତାହା ପୁଣି ବାରିପଦାର ସଦର ଠାରୁ ୩୫ କି ମି ଦୂରରେ ଝାଡ଼ପୋଖରିଆ ଅନ୍ତର୍ଗତ କାଳୀ ମନ୍ଦିର ନିକଟରେ ସକାଳ ସମୟରେ ହୋଇଥାଏ। ସେ ଚେକିଂ କେବଳ କିଛି ଭାରି ଯାନ ଟ୍ରକ, ମାଲବାହୀ ଗାଡି ଗୁଡିକ ହୋଇଥାଏ। ଛୋଟ ଛୋଟ ଗାଡି ଗୁଡିକ ଚେକିଂ ହୁଏ ନାହିଁ। ଯାହା ଫଳରେ ଛୋଟ ଛୋଟ ଯାନ ଗୁଡିକ ର DL,Insurance, pollution, parmit, fitness ସବୁ ଚେକିଂ ନ ହେବା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ବ ହାନୀ ହେଉଅଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବେ।
ଅନୀଲ କୁମାର ସାହୁ, ସାରସକଣା, ଜାମଶଳା ରୁ ଭଞ୍ଜଦୂତ ନିଉଜ୍