
ଯାଜପୁର, ଯାଜପୁର ବ୍ଲକ ସ୍ଥିତ ମାର୍କଣ୍ଡ ପୁର ପଞ୍ଚାୟତ ର ଅମରେସେ କୁମାର ପଣ୍ଡା ଭାରତି ପଣ୍ଡା ଙ୍କ କନିଷ୍ଟ ସୁପୁତ୍ର ଅଙ୍କିତି ଅନୁରାଗ ପଣ୍ଡା ଚଳିତ ମାଟ୍ରିକି ପରୀକ୍ଷା ରେ ମୁରଲୀଧର ଗଭରମେଣ୍ଟେ ହାଇସ୍କୁଲୁ ରେ ସର୍ବାଧିକ560ମାର୍କ ସହିତ93.4 %ରଖି ସ୍କୁଲୁ ଏବଂ ପଞ୍ଚାୟତ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି. ଅଙ୍କିତି ଅନୁରାଗ ପଣ୍ଡା ଅନ୍ୟ ପିଲାଙ୍କ ପାଇଁ ଉଦ୍ଧାରଣ ସାଜିଛନ୍ତି ଅଙ୍କିତି କହିବା କଥା କି କଠିନ ପରିଶ୍ରମ ସଫଳତା ର ଚାବି କାଠି ହୋଇଥାଏ. ଏ ସଫଳତା ସମସ୍ତ ଗୁରୁଜି ଗୁରୁମା ଓ ଶିକ୍ଷକ ଶିକ୍ଷୟତ୍ରୀ ବନ୍ଧୁ ଓ ପରିବାର ଙ୍କ ଆଶ୍ରିବାଦ ରୁ ଏହି ସଫଳତାର ଶୀର୍ଷରେ ମୁଁ ପହଞ୍ଚିପାରିଛି. ଆଗକୁ ଆହୁରି ଅଧିକ ରୁ ଅଧିକ ପରିଶ୍ରମ କରି ବାପା ମା ଙ୍କ ନା ରଖିବା ସହିତ ଆମ ପଞ୍ଚାୟତ ଓ ଜିଲ୍ଲା ର ନା ରଖିବାକୁ ଚେଷ୍ଟା କରିବି (ଯାଜପୁର ରୁ ଯଯାତି ମହାପାତ୍ର ଙ୍କ ରିପୋର୍ଟ )