
ନୂତନ ବିଜେପି ସଭାପତି ଓ ଜିଲ୍ଲା ପ୍ରତିନିଧି ଙ୍କୁ ସ୍ଵାଗତ ସମ୍ବଦ୍ଧନା
ଜୁନାଗଡ଼, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି ଦାସୀ ଗାଁ ଣ୍ଡଳ ର ଦ୍ବିତୀୟ ଥର ପାଇଁ ନିଯୁକ୍ତ ହୋଇଥିବା ସଭାପତି ଅଂଶୁମାନ ଯୋଶୀ ଓ ଜିଲ୍ଲା ପ୍ରତିନିଧି ଅଶ୍ବିନ କୁମାର ମେହେର ଙ୍କୁ ବଣିଜରା ମଣ୍ଡି ଠାରେ ସ୍ବାଗତ ସମ୍ବଦ୍ଧନା ଦିଆଯାଇଛି I ବରିଷ୍ଠ ବିଜେପି ସଦସ୍ୟ ପ୍ରମୋଦ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହେବା ଫଳରେ,ସଭା ରେ ଶ୍ରୀ ବଲ୍ଲଭ ମୁଣ୍ଡ, ଅଷ୍ମାଙ୍ଗ ଭାଟି, ଦିଲୀପ ଗୁରୁ, ଏବଂ ଜିଏକି ଭାରତୀୟ ଜନତା ପାର୍ଟି ପାଇଁ ଦୀନରାତି ଖଟି ବହୁତ୍ ପରିଶ୍ରମ କରରିଥିବା ଦାସୀଗାଁ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି କୁମୁଦ ହଂସ ଉଦବୋଧନ ଦେଇ ଦଳ କୁ କେମିତି ମଜଭୁତ କରାଯିବ ତା ଉପରେ ପ୍ରକାଶ କରିଥିଲେ I ଏହି ସଭା ରେ ଉପସ୍ଥିତ ଅନାମ ମଙ୍ଗରାଜ. ଲିଙ୍ଗରାଜ ମେହେର, ବିକାଶ ନାଏକ, ନଥୁ ଲାଲ ଚଣ୍ଡୀ ନୀଲେଶ ପାଣିଗ୍ରାହୀ,ବେଣୁ ଶବର, ହୂର୍ଶୀକେଶ ପୂଝାରି. ଜୟ ପ୍ରକାଶ ନାଏକ, ବିଦୁର ମେହେର ଜୟ ରାମ ମୁଣ୍ଡା ଯୋଗଦାନ କରିଥିଲେ I