*ବଲାଙ୍ଗୀର ଜ଼ିଲ୍ଲା ଛେଲିଆମାଳ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ ଦୋଳ ପୁର୍ଣିମା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ତଥା ବସୁଧା ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜନ ହୋଇଯାଇଛି*
ନୂଆପଡା(ମିଖାଏଲ ନନ୍ଦ)
ଗତ ତାରିଖ 3/3/26 ଦିନ ବଲାଙ୍ଗୀର ଜ଼ିଲ୍ଲା ଛେଲିଆମାଳ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ ଦୋଳ ପୁର୍ଣିମା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ତଥା ବସୁଧା ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜନ ହୋଇଯାଇଛି
ଏହି ପାରମ୍ପରିକ ଉତ୍ସବ ରେ ଅଂଚଳର ଆଖପାଖ ଅନେକ ଶ୍ରଦ୍ଧାଳୁ ଜନ ସାଧାରଣ ଯୋଗଦାନ କରି ଭାଗବତ ଚର୍ଚାରେ ନିମଗ୍ନ ହୋଇଥିଲେ ତଥା ଅନେକ ବିଶିଷ୍ଟ ନିମସନ୍ତ୍ତିତ ଅତିଥି ଦୋଳ ପୂର୍ଣିମା ର ଐତିହ୍ୟ ପରମ୍ପରା କୁ ଉଦ୍ଜୀବିତ ରଖି ବାକୁ ବ୍ୟକ୍ତବ୍ୟରେ ଉପସ୍ଥାପନା କରିଥିଲେ।
ମୁଖ୍ୟ ବକ୍ତା ଭାବରେ ବିଦ୍ଧିଷ୍ଟ ଅତିଥି ଶ୍ରୀ ଯୁକ୍ତ ଅମିଲ ପୁଟେଲ କଳା ସଂସ୍କୃତି ଓ ପଶ୍ରମ୍ପରା ଶୀର୍ଷକ ଆମ ଓଡ଼ିଆ ପର୍ବ ପର୍ବାଣି ତଥା ମାନବ ସସମାଜର କଲ୍ୟାଣ ଓ ସମାଜରେ ଘଟୁଥିବା ଅନେକ ପ୍ରକାର ସଂସ୍କାର ମୂଳକ କାର୍ଯ୍ୟକ୍ରମ ର ଉପସ୍ଥାପନ କରିଥିଲେ. କାର୍ଯ୍ୟ କ୍ରମ ଶେଦ୍ଧରେ ବସୁଧା ଅନୁଷ୍ଠାନ ର ସଂଯୋଜକ ମିଂକେତନ ପ୍ରଧାନ ଉପସ୍ଥିତ ଅତିଥି ତଥା ଜନସାଧାରନ କୁ ଧନ୍ୟବାଦ ସହ ସଭା ଶେଷ କରାଯାଇଥିଲା
