ଖୁଣ୍ଟାବ୍ଲକ ଅଧିନ ଡେଙ୍ଗାମଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ହରି ହୋ ଆଉନାହାନ୍ତି ଗତ କାଲି ତା ୩୦ ରିଖ କାଠ କାଟୁଥିବା ସମୟରେ ତାଙ୍କ ଦେହ ଅସସ୍ଥ ହୋଇ ଯାଇଥିଲା । ଏହା ଜାଣିବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଚିକିତ୍ସାଳୟ ନେଇ ଯାଇଥିଲେ ଓ ପରେ ଜଣା ପଡ଼ିଲା ତାଙ୍କର ମୃତ୍ୟୁ ହେଇଯାଇଛି ତାଙ୍କର ମୃତ୍ୟୁ ଖବର ସମସ୍ତେ ଜାଣିବା ପରେ ସମସ୍ତେ ତାଙ୍କ ବାସଭବନ ଯାଇ ଶେଷଦର୍ଶନ କରିଥିଲେ ସେଜଣେ ପରଉପକାରୀ,ସମାଜସେବୀ ଥିଲେ। ଡେଙ୍ଗାମଗ୍ରାମପଞ୍ଚାୟତ ଶୋକରଛାୟା ଖେଳିଯାଇଛି ସମସ୍ତେ ଦୁଃଖିତ ଓ ମର୍ମାହତ। ହୋରି ବାବୁଙ୍କୁ ସମସ୍ତେ ଝୁରୁଛନ୍ତି ତାଙ୍କରପରିବାରଙ୍କୁ ଏହି ଦୁଃଖଦ ପରିସ୍ଥିତିସମୟରେ ମହାପ୍ରଭୁ ଧର୍ଯ୍ୟଆଉ ସାହସ ପ୍ରଦାନ କରନ୍ତୁ
