*ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରି ଥିବା ଘାସିରାମ ମାଝୀ ବର୍ତ୍ତମାନ ମନରେଗା ଯୋଜନା ରେ କାମ କରୁଥିବା ଦୃଶ୍ୟ*
ନୂଆପଡା(ମିଖାଏଲ ନନ୍ଦ)
ତା:୩୦.୦୩.
ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରି ଥିବା ଘାସିରାମ ମାଝୀ ବର୍ତ୍ତମାନ ମନରେଗା ଯୋଜନା ରେ କାମ କରୁଥିବା ସହ କଂଗ୍ରେସ ସରକାର ଆରମ୍ଭ କରିଥିବା କର୍ମ ନିଯୁକ୍ତି ଆଇନ ଏକ ସଫଳତା କହିଥିଲେ। ନିଜେ ଶ୍ରମିକଙ୍କ ସହ କାମ କରି ଉତ୍ସାହିତ କରିଥିଲେ। ନିଜ ଗ୍ରାମ ରେ କାମ କରି ଅର୍ଥ ରୋଜଗାର କରିବାକୁ ଶ୍ରମିକଙ୍କୁ ଆହ୍ବାନ କରିଥିଲେ।ଏହି କାର୍ଯ୍ୟ ସ୍ଥଳୀ ରେ ବହୁ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ।
