ଡାକ୍ତର ବିଶେଶ୍ୱର ଆଚାର୍ଯ୍ୟଙ୍କ ୧ କୋଟି ବିରୁଦ୍ଧରେ ଅଭିଯୋଗ ହୋଇଥିବା ଶିକ୍ଷାବର୍ଷ ୨୦୨୩-୨୦୨୪ ରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକଷ୍ଟ ପତ୍ର ସଂଖ୍ୟା -୨୯୭ ଅନୁସାରେ ଭୁବନେଶ୍ୱର ରୁ ଆସିଥିବା ସ୍ପେସିଆଲ ୨୮/୦୨/୨୦୨୫ ପର୍ଯ୍ୟନ୍ତ ଆକିଉଣ୍ଡ ଅଡିଟର ମହାଶୟ ଆର୍ଥିକ ହେର ପରେ କୁ ଲୁଚିଇଵାକୁ ଯାଇ ନେତାଜୀ ସୁଭାଷ ବୋଷ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଓ ଅଡିଟର ମହାଶୟ ଦୁହେଁ ମଦ୍ୟ ପାନ କରି ହୋଟେଲ ବାରଣ୍ଡାରେ ହେର ପେର ଟଙ୍କା କୁ ଅଡିଟ କରୁଛନ୍ତି। ଏହା ହେଉଛି ଆମ ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ପେସିଆଲ ଅଡିଟ ଚୋର କୁ କି ପ୍ରକାର ସାହାଯ୍ୟ କରାଯାଇଛି ଆପଣମାନେ ଦେଖି ପାରୁଥିଲେ । ହୋଟେଲ ବାରଣ୍ଡାରେ ଚମିନ , ପକଡା ସହିତ ଚାଲିଛି ଅଡିଟ୍ ।
ଭଞ୍ଜଦୁତ ନିଓଜ
ଟିକି ଦଣ୍ଡିଆ।
