କଳାହାଣ୍ଡି ଜିଲ୍ଲା କୋକସରା ରୁ
ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
Sulag.ଷୋହଳ ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି anchor, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼େଙ୍ଗାଗୁଡ଼ା ଗ୍ରାମ ପଞ୍ଚାୟତ ଡ଼େଙ୍ଗାଗୁଡ଼ା ଗ୍ରାମର ରୁ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଆଜି ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଛି।ଆସନ୍ତା କାଳି ନାମ ଆରମ୍ଭ ହେବାସହ 27ତାରିଖ ଶୁକ୍ରବାର ପୂଣ୍ଣlହିତ ହୋକୁ ରହିଛି ଆଜି ସ୍ଥାନୀୟ ପୂଜାମଣ୍ଡପରୁ ସଂକୀତ୍ତନ ଦଳ ଘଣ୍ଟଆଳ ଓ ବିଭିନ୍ନ ସାଂସ୍କତିକ ଦଳ ଶହ ଶଧିଦିକ ମହିଳା କଳସ ଶୋଭା ଯାତ୍ରାବାହାରିଥିଲେ। ଶିବ ମନ୍ଦିର ଥିବା ନୂଆବନ୍ଦ ପୂଜାର୍ଚ୍ଚନା ପୂଜକ ଶ୍ରୀ ଉମା ଶଙ୍କର ଦାସ ସୋଠାରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ନାମ ଯଜ୍ଞରେ ପୂଜାକର୍ତ୍ତା,ଶ୍ରୀଯୁକ୍ତ ରାଜେଶ ଅଗ୍ରୱାଲ ଓ ଶ୍ରୀମତୀ ରେଖା ଅଗ୍ରୱାଲ, ପୂଜାକର୍ତ୍ତା ଶ୍ରୀଯୁକ୍ତ ସୁମେଶ ନାଏକ, ଶ୍ରୀମତୀ ଚିମାନୟୀ ନାଏକ ସ଼ହପତ୍ତନୀ ଦାୟତ୍ବ ନିର୍ବାହ କରିଛନ୍ତି।
