*ସିନାପାଲି ବ୍ଲକ୍ ବାହାଲପଡ଼ା ବାସୀଙ୍କ ପାନୀୟ ଜଳ ଉତ୍କଟ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ, ଜଳ ପାତ୍ର ଧରି ବିକ୍ଷୋଭ* ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ବାହାଲପଡ଼ା ବାସୀଙ୍କ ପାନୀୟ ଜଳ ଉତ୍କଟ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ, ଜଳ ପାତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରୀଷ୍ମ ଆଗମନ ପୂର୍ବରୁ ପାନୀୟ ଜଳ ସମସ୍ୟା ଦସ୍ତକ ଦେଇଥିବା ବେଳେ ପ୍ରଶାସନିକ ପକ୍ଷ ରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। ନୂଆପଡ଼ା ଜିଲ୍ଲା ରେ ପାନୀୟ ଜଳ ସମସ୍ୟା କୁ ଦୂର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆବଶ୍ୟକତା କୁ ଦୃଷ୍ଟି ଦେଇ ପ୍ରକଳ୍ପ ନିର୍ମାଣ କରିବାକୁ ଆହ୍ବାନ।
