
ଝାରପେ!ଖରିଆ ର ବିଭିନ୍ନ ସ୍ଥାନରେମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ****
ଝ!ରପୋଖରିଅ ନିକଟ ରଜଲୋକ ଗ୍ରାମର ତାରକ କ୍ଷେତ୍ର ଓ ଗ୍ରାମ ମଧ୍ୟରେ ଥିବା ହନୁମାନ ମନ୍ଦିରରେ ସଙ୍କଟ ମୋଚନ ଶ୍ରୀ ହନୁମାନ ନକର ପୂଜାର୍ଚ୍ଚନା ସହିତ ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ହୋଇ ଅଛି ସେହି ପରି ସାଧାରଣ ଯୁବମଞ୍ଚ ଝରପୋଖରିଅ ର ବନ୍ ବୁଡାମରା ଠାରୁ ବିରାଟ ପଟୁଆର ବାହାରି ବଜାର ପରିକ୍ରମା କରିଥିଲେ ଓ ଉମଦେଇପୂର୍ ଗ୍ରା ପ ର କାନିମହୁଲି ଠାରେ ଜୟନ୍ତୀ ପାଳନ ସହିତ ତିନି ଦିନଧରି ପ୍ରବଚନ ର କାର୍ଯକ୍ରମ ରହିଅଛି, ସାରସକଣା ନିକଟ ଖେରୁଣା ଓ ସିର୍ଷା ଗ୍ରାମରେ ମଧ୍ୟ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ ସହିତ ପୂଜାର୍ଚ୍ଚନା ହେଉଅଛି, ବମ୍ବେଛକ, ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ ଭଞ୍ଜଦୁଟ