*ନୂଆପଡ଼ା ଡିଗ୍ରୀ ମଡେଲ କଲେଜ୍ ଦର୍ଶନ ଶାସ୍ତ୍ର ଏବଂ ପତଙ୍ଗ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଆଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କୁ ଆଦର୍ଶ ମଣିଷ ଆକାଂକ୍ଷା ଜାତୀୟ ସ୍ତରୀୟ ସେମିନାର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ନୂଆପଡ଼ା ଡିଗ୍ରୀ ମଡେଲ କଲେଜ୍ ଦର୍ଶନ ଶାସ୍ତ୍ର ବିଭାଗ ଏବଂ ପତଙ୍ଗ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଡ୍ରୋପ ଆଉଟ୍ ଛାତ୍ର ଛାତ୍ରୀଙ୍କୁ ଜୀବନରେ ଆଦର୍ଶ ମଣିଷ ଆକାଂକ୍ଷା ରୁ ଦୃଢ଼ ଇଚ୍ଛାଶକ୍ତି ବଳରେ ନିଜ ଜୀବନ କୁ ସୁଧାର ଆଣିବା ପ୍ରୟାସ ମାତ୍ର ଅଟେ। ଆଜି ଜାତୀୟ ସେମିନାରକୁ ନିଜ ଭିତରେ ଭରି ରହିଥିବା ଅନ୍ତର୍ନିହିତ ଗୁଣ ଓ ପ୍ରତିଭାକୁ ଉଜ୍ଜୀବିତ କରି ଲକ୍ଷ ପଥରେ ଅଗ୍ରସର ହେବାକୁ ଅତିଥି ମାନେ ଆହ୍ବାନ କରିଥିଲେ। ଆଜି ଏହି ସେମିନାର ରେ ମଡେଲ ଡିଗ୍ରୀ କଲେଜ୍ ଅଧ୍ୟକ୍ଷା ଡଃ. ଅକ୍ଷୟ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଦର୍ଶନ ଶାସ୍ତ୍ର ଅଧ୍ୟାପକ ସହକାରୀ ପ୍ରାଧ୍ୟାପକ ସୁରେନ୍ଦ୍ର କଲେଟ, ଦର୍ଶନ ଶାସ୍ତ୍ର ଅଧ୍ୟାପକ ଚନ୍ଦ୍ରକାନ୍ତ ଦାଶ,କୁମାରୀ ବନିତା ସେଠୀ ମଞ୍ଚାସୀନ ହୋଇଥିଲେ। ପତଙ୍ଗ ପ୍ରତିଷ୍ଠାତା ଏବଂ ମୁଖ୍ୟ ନିର୍ବାହୀ ଡଃ. ରିତା ମିଶ୍ର ଯୋଗଦେଇ ଅନ୍ୟ କୁ ଦେଖି ନିଜ ସମୟ ନଷ୍ଟ ନ କରି ନିଜ ଭିତରେ ଥିବା ପ୍ରତିଭାକୁ ଦେଖି ଜୀବନରେ ଆଗକୁ ବଢ଼ିବାକୁ ଆହ୍ବାନ କରିଥିଲେ। ସହକାରୀ ପ୍ରାଧ୍ୟାପକ ଡଃ. ନାଜିଆ ଆରିଫ, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼.ଫାଣିନ୍ଦମ୍ ଦେଓ, ରାଜେଶ ପାତ୍ର ଧନ୍ୟବାଦ
