ବାଲ୍ୟ ବିବାହ ବନ୍ଦ କଲା ବିଶ୍ୱ ଯୁବ କେନ୍ଦ୍ର
ହିନ୍ଦୋଳ ବ୍ଲକ ର ଗଲାପଡା ପଂଚାୟତ ନିମବହାଳିଗ୍ରାମ ରେ ଏକ ବାଲ୍ୟ ବିବାହ ଆୟୋଜନ ହେଉଥିବାର ଖବର ପାଇ ସମ୍ମାନିତ ଶିଶୁ ପ୍ରକଳ୍ପ ଅଧିକାରୀ ସୋଭାଗ୍ୟ ମହାଳିକ ବିଶ୍ୱ ୟୁବ କେନ୍ଦ୍ର ର କାଉନସିଲ ମନସ୍ମିତା ନାୟକ ଘଟଣା ସ୍ଥଳ ରେ ପହଂଚିଥିଲେ ଝିଅ ମା ଙ୍କୁ ବାଲ୍ୟ ବିବାହ ର କୁପରିଣାମ,ସ୍ୱାସ୍ଥ୍ୟଗତ ସମସ୍ୟା,ବାଲ୍ୟ ବିବାହ ନିଷେଧ ଆଇନ -2006 ବିଷୟରେ ଅବଗତ କରାଇବା ସହ ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ,ବୁଝାଇବାପରେ ଏକ ଚୁକ୍ତିନାମା ହୋଇଥିଲା ଏଥିରେ ସମ୍ମନିତ ଶିଶୁ ପ୍ରକଳ୍ପ ମିନତୀ ପ୍ରଧାନ,ହିନ୍ଦୋଳ ସୁପରଭାଇଜ ମମତା ସିଂହ,ଆଶା ସବିତା ଦାସ,ୱର୍ଡ ମେମ୍ବର ପ୍ରତିମା ମହାଳିକ ଉପସ୍ଥିତ ଥିଲେ,
