*ଜୁନାନି ଗ୍ରାମରେ ଜମି ହଡ଼ପ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ଦେଇ ସଂଗ୍ରା ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ୍, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା*।
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୩.
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଜୁନାନି ଗ୍ରାମରେ ଜମି ହଡ଼ପ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ଦେଇ ସଂଗ୍ରା ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ୍, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ଗ୍ରାମରେ ସ୍କୁଲ ଚାତ୍ର ଛାତ୍ରୀ ମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି। ଜୈନିକ ଛାତ୍ର ଛାତ୍ରୀ ମାନେ ସ୍କୁଲ ଖେଳ ପଡିଆ ପାଇଁ ଖଣ୍ଡେ ମଧ୍ୟ ଜମି ନାହିଁ । ଏହି ଜମି ଖେଳ ପଡିଆ ନିର୍ମାଣ କରିବାକୁ ଆହ୍ବାନ କରିଛନ୍ତି। ଗ୍ରାମରେ ଉଦ୍ୟାନ ନିର୍ମାଣ ପାଇଁ ବ୍ୟବସ୍ଥା ଥିବା ବେଳେ ଜୁନାନୀ ଗ୍ରାମ ରେ ସ୍କୁଲ ବିଦ୍ୟାର୍ଥୀ ଙ୍କ ପାଇଁ ଖେଳ ପଡିଆ ନିର୍ମାଣ କରିବାକୁ ଦାବୀ କରିଛନ୍ତି।
