*ଖଡିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏ.ମାଧବୀ ଲତା ଏବଂ କେନ୍ଦୁପତ୍ର ରେଞ୍ଜର ଜଳିରାଣୀ ପ୍ରମୁଖ ସିନାପାଲି ରେଞ୍ଜ ର ବ୍ରାହ୍ମଣୀଗୁଡ଼ା ଜଙ୍ଗଳ ରେ ବ୍ୟାପକ ଅଗ୍ନିକାଣ୍ଡ, ଅଗ୍ନି ରେଖା ନିର୍ମାଣ କରି ଅଗ୍ନି ଉପରେ ଆୟତ୍ତ ପାଇଥିଲେ*।
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୩.
ଖଡିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏ.ମାଧବୀ ଲତା ଏବଂ କେନ୍ଦୁପତ୍ର ରେଞ୍ଜର ଜଳିରାଣୀ ପ୍ରମୁଖ ସିନାପାଲି ରେଞ୍ଜ ର ବ୍ରାହ୍ମଣୀଗୁଡ଼ା ଜଙ୍ଗଳ ରେ ବ୍ୟାପକ ଅଗ୍ନିକାଣ୍ଡ, ଅଗ୍ନି ଉପରେ ଆୟତ୍ତ କରିବା ନେଇ ଅଗ୍ନି ରେଖା ନିର୍ମାଣ କରି ଅଗ୍ନି ଉପରେ ଆୟତ୍ତ ପାଇଥିଲେ। ଅଧିକାରୀଙ୍କ ଇଛା ଶକ୍ତି ଏବଂ କାର୍ଯ୍ୟ କରିବା ମନିବୃତ୍ତି ଯୋଗୁଁ ଜଙ୍ଗଳ ରୁ ଜାଳିବା ପୂର୍ବ ରୁ ଆୟତ୍ତ ହୋଇଅଛି। ଗ୍ରାମ ବାସୀ ମାନେ ମିଳିତ ରୂପେ ଜଙ୍ଗଳ କୁ ଜଳିବାକୁ ଦେବା ନାହିଁ ବୋଲି ସଂକଳ୍ପ ନେବା ସହ ବନ୍ ବିଭାଗ ର ସହ ମିଳିତ ରୂପେ ଅଗ୍ନି ଉପରେ ଆୟତ୍ତ ପାଇବା ବିଭିନ୍ନ ଉପାୟ ଅବ୍ଲମ୍ୱନ୍ କରିବାକୁ ଆହ୍ବାନ କରିଛନ୍ତି। ଚଳିତ ବର୍ଷ ଅଗ୍ନି ଦାଉରୁ ଜଙ୍ଗଳ କୁ ଜଳିବାକୁ ଦେବା ନାହିଁ ଏକ ଦୃଢ଼ ସଂକଳ୍ପ ନେଇଛନ୍ତି।ଏହାଦ୍ବାରା ଜଙ୍ଗଳ ରେ ଥିବା ପ୍ରକୃତି ନଷ୍ଟ ହେବା ସହ ଅନେକ ପ୍ରକାର ଜୀବ ଜନ୍ତୁଙ୍କ ଅକାଳ ମୃତ୍ୟୁ ହୋଇଅଛି।ଫଳ ରେ ପରିବେଶ ସନ୍ତୁଲନ କରିବା ସମ୍ଭବ ନୁହେଁ। ଆସନ୍ତୁ ସଭିଏ ଗୋଟିଏ ମଞ୍ଚ, ଗୋଟିଏ ଲକ୍ଷ, ଗୋଟିଏ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିବା ବୋଲି ଆହ୍ବାନ କରିଛନ୍ତି।
