**ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ଚାଲିଥିବା ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା, ମହୋତ୍ସବ ଅଞ୍ଚଳ କୁ ଟାଣି ଆଣେ ସମୃଦ୍ଧ, ଉନ୍ନତ ଏବଂ ବିକାଶର ପଥ ପ୍ରଦର୍ଶକ ହୁଏ ବୋଲି ଅତିଥିମାନେ ପ୍ରକାଶ।*
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୨.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ଚାଲିଥିବା ଖରୀଆର ରୋଡ ମହୋତ୍ସବ ର ତୃତୀୟ ସନ୍ଧ୍ୟା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ମହୋତ୍ସବ ଅଞ୍ଚଳ କୁ ଟାଣି ଆଣେ ସମୃଦ୍ଧ, ଉନ୍ନତ ଏବଂ ବିକାଶର ପଥ ପ୍ରଦର୍ଶକ ହୁଏ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହି ଅବସରରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତରେଶ୍ୱରି ସାହୁ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ.ସୋନିଆ ଜୈନ୍ ଅଭିନନ୍ଦନ ପଣ୍ଡା, ପାଳନ କମିଟି ସଦସ୍ୟଙ୍କ ଉପସ୍ଥିତି ରେ ମହୋତ୍ସବ ପାଳିତ ହୋଇଅଛି। ଓଡ଼ିଆ ସିନେ ଜଗତ ର ଗାୟିକା ଅର୍ଚ୍ଚନା ପାଢୀ ଙ୍କ ଗୀତ ରେ ଦର୍ଶକ ଝୂମିଲେ।
