ପ୍ରଶାନ୍ତ କୁମାର ପାଣି (ସୁଶାନ୍ତ )କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ମନୋନୀତ।
କୁକୁଡାଖଣ୍ଡି -ଗଞ୍ଜାମ ଜିଲ୍ଲା ପୂର୍ବ କଂଗ୍ରେସ ସଭାପତି ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମିରଂଜନ ପଟ୍ଟନାୟକ ଙ୍କ ସୁପାରିଶ କ୍ରମେ ପ୍ରଦେଶ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ ଅନୁଯାୟୀ କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ଭାବେ ପ୍ରଶାନ୍ତ କୁମାର ପାଣି (ସୁଶାନ୍ତ )ଙ୍କୁ ନିଯୁକ୍ତି କରିଛନ୍ତି। ଏହି ଦାୟିତ୍ୱ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ଅଞ୍ଚଳ ରୁ ଅଭିନନ୍ଦନ ର ସୁଅ ଛୁଟୁଛି। ଏହି ଅବସରରେ ମନୋନୀତ ସଭାପତି ପ୍ରଶାନ୍ତ କୁମାର ପାଣି ଜିଲ୍ଲା କଂଗ୍ରେସ ସଭାପତି ରଶ୍ମିରଂଜନ ପଟ୍ଟନାୟକ, ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ରାଘବ ପରିଡା, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ଜେନା, ରାଜ୍ୟ ସମ୍ପାଦକ ସାକା ସୁଜିତ କୁମାର, ଜିଲ୍ଲା ଉପସଭାପତି ବୃନ୍ଦାବନ ଖଟେଇ, ସୁକାନ୍ତ ପାତ୍ର, ରାମନାଥ ସାହୁ, ଦିଗପହଣ୍ଡି ଏନ ଏ ସି ଅଧକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପାଧକ୍ଷା ପ୍ରତିନିଧି କେ କୁନା, ଜିଲ୍ଲା ମହିଳା ସଭାନେତ୍ରୀ, ବନଜା ପଣ୍ଡା, ନଗର ସଭାପତି ଦୀପକ ମିଶ୍ର, ଶ୍ରୀଧର ଦେଓ, ପ୍ରକାଶ ଗୌଡ଼, ଶଙ୍କର ସୁବୁଦ୍ଧି, ଶିବରାମ ପ୍ରଧାନ, ପିତାମ୍ବର ଗୌଡ଼, ଅଭିମନ୍ୟୁ ଯାନୀ, ଶିବ ପ୍ରସାଦ ଦୋରା ପୂର୍ବତନ ବ୍ଲକ ସଭାପତି, ଭରତ, ସୁନୀଲ ଗୌଡ଼, ଉମେଶ ଗୌଡ଼, ମନୋଜ ସେଠି, ଅରୁଣ ଭୂୟାଁ ସମେତ ସମସ୍ତ କୁକୁଡାଖଣ୍ଡି ବ୍ଲକ ଏବଂ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଏବଂ କନିଷ୍ଠ ପ୍ରିୟ କଂଗ୍ରେସ କର୍ମକର୍ତା ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ସହ କୃତଜ୍ଞତା ଜଣାଇଛନ୍ତି।
