
କୋରାପୁଟ….ସ୍ଥାନୀୟ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବନ୍ଧୁତ୍ୱପୁର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ କୋରାପୁଟ ଓକିଲ ସଙ୍ଘ ଏବଂ ପ୍ରେସ କ୍ଳବ ତରଫରୁ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରଥମେ ସାମ୍ବାଦିକ ସଙ୍ଘ 8ଓଭର ରେ 84ରନ କରିଥିବା ବେଳେ ଓକିଲ ସଙ୍ଘ ନିର୍ଧାରିତ ଓଭର ରେ ଛଅ ରନ ରେ ହାରିଯାଇଥିବା ବେଳେ ଦ୍ୱତୀୟ ମ୍ୟାଚ ରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଟିମ ଭିତରେ ହୋଇଥିଲା l ଫାଇନାଲ ମ୍ୟାଚ କୋରାପୁଟ ସାମ୍ବାଦିକ ସଙ୍ଘ ଏବଂ ପୋଲିସ ଟିମ ଭିତରେ ହୋଇଥିବା ବେଳେ ପ୍ରେସ କ୍ଳବ ତରଫରୁସାମ୍ବାଦିକ ପ୍ରଶାନ୍ତ ଟାକ୍ରୀ ଭଲ , ବେଟିଙ୍ଗୀ,ଓ,ବୋଲିଂ,ଦର୍ଶକ, ଙ୍କୁ, ମନକୁ ଛୁଇଁ ଥିବା,, କୋରାପୁଟ ଜିଲ୍ଲା, ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍