ଅନ୍ଧାର ଘେରରେ ଶିକ୍ଷା ବେବସ୍ଥା
Place -Binjharpur
Date-06/02/26
Reporter- Bijaya Barik ୧-ବାଛଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପିଲା ସଂଖ୍ୟା 24 ପାଠ ପଢା ପ୍ରଚୁର ପିଲାଙ୍କ ଭବିଶ୍ୟତ ସହିତ କେଉଁଭଳି ଏହି ଦୁଇ ଶିକ୍ଷୟତ୍ରି ଜଣେ ପ୍ରମିଳା ମିଶ୍ର ଓ ତାଙ୍କ ପୁଅ ଅଭିନାଶ ପଣ୍ଡା ଦ୍ୱିତୀୟ ଅନିମା ସାହୁ ପୁଅ ଓ ତାଙ୍କ ଦିଅର | ୨-ବିଦାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏଠି ପିଲାଙ୍କ ସଂଖ୍ୟା ୫୯ କିନ୍ତୁ ନାହିଁ ଶିକ୍ଷା ଦାନ ଗୃହ ଓ ଜଣେ ଶିକ୍ଷୟତ୍ରୀ ରେ ଚାଲିଛି ଦେଶର ଭବିଷ୍ୟତ ଗଢ଼ା ପାଠ୍ୟକ୍ରମ
ଅଙ୍କ କସା ରେ ବିଳମ୍ବିତ କାହଁକି ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଗ୍ରାସିଛି କି କୁମ୍ଭକର୍ଣ୍ଣ ନିଦ୍ରା | ଏତେ କଳାକାରନାମା ସାମ୍ନାକୁ ଆସିଲା ପରେ ମଧ୍ୟ ବିଂଝାରପୁର ର ଶିକ୍ଷା ଅଧିକାରୀ 2 ଶିକ୍ଷୟତ୍ରୀ ଉପରେ ଏତେ ଅନୁକମ୍ପା କାହଁକି ?? ଘଟଣା ର ସତ୍ୟାସତ୍ୟ ଦାଣ୍ଡ ରେ ପଡି ହାଟ ରେ ଗଡୁ ଥିଲେ ମଧ୍ୟ ଶିକ୍ଷା ବିଭାଗ | ଏହି 2 ଶିକ୍ଷୟତ୍ରୀ ଶିକ୍ଷା ବିଭାଗ ର ସରକାର ଙ୍କ ନାକ ନିଶ କୁ କାଟି ସାରିଲେଣି ତେବେ ଶିକ୍ଷା ବିଭାଗର ଏତେ ଦରଦ ପଣିଆ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି ? 2 ଶିକ୍ଷୟତ୍ରୀ ଙ୍କର କଳାକାରନାମା ର ଚିତ୍ର ଆମେ ଜନ ସାଧାରଣ ଙ୍କ ପାଖରେ ରଖିଥିଲୁ ସେ ମିଡେମିଲ ଚୋରି ହୋଉ କି ପଠ ପଢା ରେ ଅବହେଳା ହୋଉ ଉପଯୁକ୍ତ ଶ୍ରେଣୀ କକ୍ଷ ଥାଇ ମଧ୍ୟ ପିଲା ଙ୍କୁ ବାରଣ୍ଡା ରେ ପଢେଇବା ହୋଉ ଏହି 2 ଶିକ୍ଷୟତ୍ରୀ ଙ୍କ ର ପୁଅ କୁ ଡାକି ଓ ଦିଅର ଙ୍କୁ ଡାକି ଗଣମାଧ୍ୟମ ପ୍ରତତିନିଧିଙ୍କୁ ଗୁଣ୍ଡା ଗର୍ଦି ଦେଖେଇବା ଓ ମାରିବାର ଧମକ ଦବା ଭଳି ଘଟଣା ସାମ୍ନାକୁ ଆସିଥିଲା ଏବଂ ୨ ଶିକ୍ଷୟତ୍ରୀ ଙ୍କ ପୋଲ ଖୋଲିବା ପରେ କାର୍ଯ୍ୟନୁଷ୍ଠାନ ପାଇଁ ବ୍ଲକ ଶିକ୍ଷା ଅଧିକରି ଙ୍କୁ କହିଥିଲେ ମଧ୍ୟ ଏତେ ବିଳମ୍ବ କାହଁକି ଶୁଣି ନିଅନ୍ତୁ କଣ କହୁଛିନ୍ତି ବ୍ଲକ ଶିକ୍ଷା ଅଧିକାରୀ ତେବେ ଘଟଣା କୁ ଆଠ, ଦଶ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେହିଭଳି ଏକ ଘଟଣା ଆମେ ଆଜି ଦେଖିବାକୁ ପାଇଥିଲୁ । ଏଠି କିନ୍ତୁ ଟିକେ ଓଲଟା ଥିଲା ଏଠି ଶିକ୍ଷା ବିଭାଗର ସମ୍ପୂର୍ଣ୍ଣ ଦୋଷ ଦୁର୍ବଳତା କାର୍ଯ୍ୟ କ୍ଷମତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଏଠି ପିଲାଙ୍କ ସଂଖ୍ୟା ୫୯ କିନ୍ତୁ ଶିକ୍ଷକ ଜଣେ ଘଟଣାଟି ହେଉଛି ବିଂଝାରପୁର ବ୍ଲକ ବିଦାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ର ଘଟଣା ଯେଉଁଠି ପିଲା ନାହାନ୍ତି ସେଠି ଶିକ୍ଷକ ଅଧିକ ଅଛନ୍ତି ଆଉ ନିଜେ ନିଜର ରାଜୁତି ଚଲାଉଛନ୍ତି ।।ମୋବାଇଲ ଦେଖି ଦେଖି ଦରମା ନେଉଛନ୍ତି ।।ଆଉ ଏହି ବିଦ୍ୟାଳୟ ରେ ଶିକ୍ଷକ ଆବଶ୍ୟକ ଥିବା ବେଳେ କିନ୍ତୁ ଶିକ୍ଷକ ନାହାନ୍ତି ।।ଶୁଣିନିଅନ୍ତୁ କଣ କହୁଛନ୍ତି ସେଠିକାର ଗ୍ରାମ ବାସୀ ଓ ଶିକୟତ୍ରୀ ତେବେ ଏନେଇ ଆମେ ପିଲାମାନଙ୍କୁ ପଚାରି ଥିଲୁ ଶୁଣି ନିଅନ୍ତୁ କଣ କହୁଛନ୍ତି ପିଲାମାନେ । ଏଭଳି ଚାଲିଛି ବିଂଝାରପୁର ରେ ଶିକ୍ଷା ବେବସ୍ଥା ଆଗକୁ ଆମେ ଆହୁରି ଏହିଭଳି ଦୁର୍ସ୍ୟ ଆଣିବୁ ଆମ ନଜରକୁ ଯେଉଁ ବିଦ୍ୟାଳୟ ଆସିବ ।।ଖବର ଆମର ବିଚାର ଆପଣ ମାନଙ୍କର ।।
