କଟକ… ନେତାଜୀ ସୁବାସ ସେନା ତରଫରୁ ନେତାଜୀ ଙ୍କ ଜନ୍ମ ସ୍ଥାନ ଓଡ଼ିଆ ବଜାର ଠାରେ ଜନ୍ମ ଜୟନ୍ତୀ ପାଳନ ହେଇଥିଲା ଏହି ଅବସରରେ ଖାଦ୍ୟ ବଣ୍ଟନ କରାଯାଇଥିଲା ଏବଂ ସଙ୍ଗଠନର ମୂଖ୍ୟ ସଦସ୍ୟ ଅଜିତ ଦାସ ପରିଚାଳନା କରିଥିଲେ ଏହା ସହିତ ଏକ ରକ୍ତ ଦାନ କାର୍ଯ୍ୟକ୍ରମ ହେଇଥିଲା ସଂଗଠନ ର ସଦସ୍ୟ ଶ୍ରୀ ଗୌତମ ରାଜ, ମୁଖ୍ୟ ଉପଦେଷ୍ଟା ରଞ୍ଜିତ ମଲିକ୍ , ଆଶିଷ ଠାକୁର ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିଲେ,ନେତାଜୀ ସୁଭାଷ ସେନା ର ଏହି ମହାନ କାର୍ଯ୍ୟ, ନେତାଜୀ ଙ୍କ ନୀତି ଆଦର୍ଶ କୁ ଅନୁପ୍ରାଣିତ କରିପାରିଛି ବୋଲି ଅଥିତି ମନ୍ତ୍ୟବ ଦେଇଥିଲେ । ପରିଶେଷରେ ସାମ୍ବାଦିକ ଅଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ.
