Slug -ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ସିଂହପୁର ଠାରୁ ଯାଜପୁର ଏଠାରେ ବିକାଶ ନାମ ରେ ଚାଲିଛି ବିନାଶ
Date -25/01/26
Place -ବିଂଝାରପୁର
Repoter -ବିଜୟ କୁମାର ବାରିକି ‘
Anc -ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଠାରୁ ଯାଜପୁର ମୁଖ୍ୟ ରାସ୍ତା ବିକାଶ ନାଁରେ ଚାଲିଛି ବିନାଶ ଜାଣିଶୁଣି ଏଠି ବିପଦକୁ ଠେଲିଦେଉଛନ୍ତି ଯାତ୍ରୀଙ୍କୁ ମୃତ୍ୟୁମୁଖକୁ ହେଉଛି ଆମନ୍ତ୍ରଣ ଏଠି ବିକାଶ ନାଆଁ ରେ ଚାଲିଛି ବିନାଶ ରାସ୍ତା ରେ ଖାଲ ଉଞ୍ଚ କେଉଁଠି ପୋଖରୀ ଉଭୟ ପାଶ୍ୱୟରେ ଗୋଡି ଜମିକି ରହିଛି ଆଉ କେଉଁଠି ରାସ୍ତା ର ଉଭୟ ପାଶ୍ୱରେ ତିନି ଫୁଟ ତିନି ଫୁଟ ଦୁଇ ପାଖରେ ବାଲି ଗୋଡି ଜମିକି ରହିଛି ଏଥିଯୋଗୁ ରାସ୍ତା ସାଜିଛି ମରଣ ଯନ୍ତା ଯାତ୍ରୀଙ୍କ ଯାତାଆୟତ କୁ ଅଣଦେଖା କରୁଛି ପ୍ରଶାସନ ସିଂହପୁର ଯାଜପୁର ରାସ୍ତା ଠିକ ଭାବାରେ ରାସ୍ତା କାମ ନଅ ହେଇଥିବାରୁ ଯାତ୍ରୀ ମାନଙ୍କ ଜୀବନକୁ ଦିନକୁ ଦିନ
ମୃତ୍ୟୁ ମୁଖରେ ପକାଯାଉଛି
ଏହି ରାସ୍ତା ଟି ଯାଜପୁର କୁ ସଂଯୋଗ ଯୋଗୁଁ ଏଠି ଦିନ ରାତୀ ବସ ଟ୍ରକ ବାଲି ବୋଜେଇ ହାଇବା ବହୁ ଭାରି ଭାରି ଜାନ ଚଳା ଚଳ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ରେ ପଡୁଛନ୍ତି ପୃତଃବିଭାଗ ସରକାରୀ ବାବୁ ପ୍ରଶାସନ
କାହିଁକି ନିରବ ଷଷ୍ଟା ସାଜିଛନ୍ତି
ଜନସାଧାରଣ ଅଭିଯୋଗ ଆଣି ଛନ୍ତି ବାକି ରହିଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଏଥି ପ୍ରତୀ ଆଗାମୀ ଦିନକୁ ଅପେକ୍ଷା |
