କୋରାପୁଟ /ତା /25/01/2026
କୋରାପୁଟ କୋର୍ଟ ରେ ହାଇକୋର୍ଟ ମୁଖ୍ୟ ବିଚାରପତି l
ତିନି ଦିନିଆ ଗସ୍ତ ରେ କୋରାପୁଟ ଆସିଥିବା ହାଇକୋର୍ଟ ର ମୂଖ୍ୟ ବିଚାର ପତି ଶ୍ରୀ ହରିଶ ତଣ୍ଡନ ଆଜି କୋରାପୁଟ ର ସମସ୍ତ କୋର୍ଟ ବୁଲି ଦେଖିବା ସହ ବାର ଆସୋସିଆନ ର ସମ୍ବୋଧନl ସଭାରେ ଯୋଗ ଦେଇଥିଲେ l ଓ ଆସୋସିଆନ କୁ ଦିଗ ଦର୍ଶନ ଦେବା ସହ ଯୁବ ଓକିଲ ଙ୍କୁ କିଛି ପରାମର୍ଶ ଦେଇଥିଲେ କେବଳ ସେତିକି ନୁହଁ ଆସୋସିଆନ ର ସମସ୍ତ ସମସ୍ୟା କୁ ଯଥା ଶ୍ରୀଘ୍ର ସମାଧାନ କରିବାକୁ ପ୍ରତିଶୃତି ବି ଦେଇ ଥିଲେ l ଓକିଲାତି ଏକ ପେସା ନୁହଁ ବ୍ରତୀ ବୋଲି ନିଜ ଅଭିଭାଷଣ ରେ କହିଥିଲେ l ଆଜି ଏହି ସମ୍ବୋଧନ ସଭା ରେ ବାର ଆସୋସିଆନ ର ସମସ୍ତ ସଦସ୍ୟ ସଦସ୍ୟା ସମସ୍ତ କୋର୍ଟ ର ବିଚlର ପତି ନବ ନିଯୁକ୍ତ ସରକାରୀ ଓକିଲ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
