ବାର୍ଷିକ କ୍ରୀଡା ଉତ୍ସବ ଖଣ୍ଡ ହତା
————————————
14/1/26 ଓ 15/1/26 ଦୁଇ ଦିନ ଧରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତ ବର୍ଷ ର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇ ଯାଇଅଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଉଦଯାପନୀ ଉତ୍ସବରେ ତିଲେଶ୍ୱର୍ ସରପଞ୍ଚ ଶ୍ରୀମତୀ ଝୁନୁ ବେହେରା ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ବାବୁଲାଲ ଭୋକ୍ତା ପ୍ରିନ୍ସିପଲ୍ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମାନୀତ ଅତିଥି,ଓ ପୁରୁଣା କଟକ+3 ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରମୋଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ
ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତିଭୁ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ କାର୍ଯକ୍ରମ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ପରିଚାଳନା କରିଥିଲେ।ଶ୍ରୀ ଆରତ ପ୍ରଧାନ smc ଅଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ।ଶ୍ରୀ ବାଲ୍ମିକୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟ କ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଓ Smc ସଦସ୍ୟ ସଦ୍ୟାସା ସହଯୋଗ କରିଥିଲେ।
