
କୋରାପୁଟ ଜିଲ୍ଲା ର ପଲ୍ଲୀ ଠୁ ଧରି ସହରାଞ୍ଚଳ ଯାଏଁ ଆଜି କୋରାପୁଟ ବାସୀ ରଙ୍ଗର ପର୍ବ ହୋଲି ପାଳିବାର ଦେଖା ଯାଇଥିଲା l କିଏ ପରସ୍ପର କୁ ବିଭିନ୍ନ ପ୍ରକାର ଫଗୁ ଲଗାଇ ଏହି ହୋଲିକୁ ଉପଭୋଗ କରୁଥିଲା ତ ପୁଣି କିଏ ନାଚ ଗୀତ ରେ ମସଗୁଲ ହେବାର ଦେଖା ଯାଇଥିଲା ତ ପୁଣି କିଏ ମନ୍ଦିର ଯାଇ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିବାର ଦେଖା ଯାଇଥିଲା l ଦୋଳ ବିମାନ ବି ସହର ପରିକ୍ରମା କରୁଥିବା ଦେଖା ଯାଇଥିଲା l ନେତା ଠୁ ଧରି ଜନତା ଯାଏଁ ସମସ୍ତେ ଏଥିରେ ସାମିଲ ହୋଇଥିନା ବେଳେ ଭାଇଚାରା ର ଏହି ପର୍ବ ହୋଲି କୁ ସମସ୍ତେ ଉପଭୋଗ କରିଥିଲେ l ସେପଟେ ପୋଲିସ ପ୍ରଶାସନ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବାର ଦେଖା ଯାଇଥିଲା
କୋରାପୁଟ ରୁ ଜିଲ୍ଲା ପ୍ରତିନିଧ ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍