*ନୂଆପଡ଼ା ଜିଲ୍ଲା ରେ ଆଜି ପର୍ଯ୍ୟନ୍ତ ମଣ୍ଡି ରୁ ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟାହତ, ଆଜି ୨୯୧ ଜଣ ଚାଷୀ ଙ୍କ ଠାରୁ ୧୨୬୧୦ କ୍ଵିଣ୍ଟାଲ ଧାନ ସଂଗ୍ରହ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ରେ ଆଜି ପର୍ଯ୍ୟନ୍ତ ମଣ୍ଡି ରୁ ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟାହତ ରହିଅଛି। ଜିଲ୍ଲାର ୨୯୧ ଜଣ ଚାଷୀ ଙ୍କ ଠାରୁ ୧୨୬୧୦ କ୍ଵିଣ୍ଟାଲ ଧାନ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୬ ଗୋଟି ମଣ୍ଡି ରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଅଛି। ବର୍ତମାନ ସୁଦ୍ଧା ୩୮୮ ଜଣ ଚାଷୀଙ୍କ ଠାରୁ ୧୬୯୮୩ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଅଛି। ନୂଆପଡ଼ା ଜିଲ୍ଲା ରେ ଆଜି ପର୍ଯ୍ୟନ୍ତ ମଣ୍ଡି ରୁ ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟାହତ ଥିବା ବେଳେ ଆସନ୍ତା କାଲି ଦ୍ଵିତୀୟ ପର୍ଯ୍ୟାୟ ଟୋକନ ବଣ୍ଟନ ହେବା ନେଇ ଯୋଗାଣ ବିଭାଗ ସୂଚନା ଦେଇଛନ୍ତି।
