
ବୌଦ୍ ଜିଲ୍ଲା ପୂର ପଲ୍ଲୀ ରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି ଠାକୁର ରାଧା କୃଷ୍ଣ ସୁ ସଜ୍ଜିତ ବିମାନ ରେ ଗାଁ ଗାଁ ବୁଲି ଲୋକଙ୍କ ଦୁଆର କୁ ଯାଇ ଭୋଗ ଖାଆନ୍ତି ଏହାର ଏକ ନିଆରା ପରମ୍ପରା ହର ଭଙ୍ଗା ଗ୍ରାମ ରେ ଦେଖା ଦେଇଛି ଏକ ବିରାଟ ପଟୁଆର ରେ ବିମାନ ଯୋଗେ ହରି ହର ଭେଟ ନୀତି ପାଳନ ହୋଇ ଥିଲା ସହସ୍ରା ଧିକ ଭକ୍ତ ଏହାର ଆନନ୍ଦ ଉପଭୋଗ କରିଥିଲେ ପରମ୍ପରା ଅନୁଯାୟୀ ନୂତନ ବର୍ଷ ର ପାଞ୍ଜି ପାଠ କରାଯାଇଥିଲା ଭାଇ ଚାରର ପ୍ରତୀକ ରୂପେ ଲୋକ ଙ୍କ ମଧ୍ୟ ରେ ଅଭିର ରଙ୍ଗ ବୋଳା ବୋଳି ହୋଇଥିଲେ ବଉଦ ରୁ କୃଷ୍ଣ ସିଂହ ଭାଞ୍ଜଦୂତ ନିଉଜ