ସହିଦ ଲକ୍ଷ୍ମଣ ନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ ଲ
ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ କୋରାପୁଟ ର ବୀର ପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ଜନ୍ମ ତିଥି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ପାର୍କ ଏବଂ କୋରାପୁଟ ବସ ଷ୍ଟାଣ୍ଡ ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏଥିରେ ସହର ବିଶିଷ୍ଠ ମlନଗଣ୍ୟ ବ୍ୟକ୍ତି ବିଶେଷାଙ୍କ ଛାତ୍ର ଛାତ୍ରୀ ଜନ ପ୍ରତିନିଧି ସାମ୍ବାଦିକ ସାମିଲ ହେବା ସହ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଜୀବନୀ ଓ କାଯ୍ୟ ଉପରେ ଆଲୋକପାତ କରିଥିଲେ l ଏ ଉପଲକ୍ଷେ ହୋଇଥିବା ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
