ଜେଏସ ଡବ୍ଲୁ ଆଇରନ ଖଣି ରୋ କାଦୁଅ ପାଣିରେ ପତି ହଇଗୋଲାଣି ଗଂନ୍ଗାଚୁଆ ଝରଣା
କୋଇଡା (ସଞ୍ଜୟ ବେହେରା)
ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ସେକ୍ଟର କାଶିରା ଗ୍ରାମରୁ ବାହାରିଥିବା ସ୍ୱତର ଝରଣା ଟି ଗଂନ୍ଗାଚୁଆ ନାମରେ ପରିଚିତ କାଶିରା ଠାରୁ ବାହାରି ନାରାୟଣ ପସିଦେଇ କାର ନଦୀରେ ମିଶିଯାଇଛି, ଗଂନ୍ଗା ସ୍ୱତରେ କାଶିରା ନାରାୟଣ ପଶି ଗ୍ରାମର ଲୋକେ ପିଇବା ପାଣି ଓ ଗାଧୁଆ ବୁଡୁଆ କରନ୍ତି ଓ ପ୍ରତେକ ବର୍ଷ ସହଳ ପହରି ନାମ ଯଂଜ୍ଞ ବେଳେ ସେହି ଗଂନ୍ଗା ଚୁଆରୁ କୋଳସ ସଭାଯାତ୍ରା ଅଣାଯାଇଥାଏ, ଏହି ଗଂନ୍ଗା ଚୁଆଟି ସ୍ୱତ କେବେବି କମେନାହିଁ ଯାହାକି ବର୍ଷକୁ ବାରମାସସାରା ପାଣିରହେ ସେହି ଗଂନ୍ଗା ଚୁଆ ର ସ୍ୱତ କୁ ପୁତିପକାଇଲା ଜେଏସ ଡବ୍ଲୁ ଖଣିରୋ କାଦୁଅ ପାଣି ,ଗ୍ରାମର ଲୋକେ ଜେଏସ ଡବ୍ଲୁ ଖଣି କତୃପକ୍ଷ ଙ୍କୁ ଯେତେ ଅଭିଯୋଗ କରିଲେ ମଧ୍ୟ କୌଣସି ପଦେକ୍ଷପ ନଉନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଏଠିପ୍ରଶ୍ନ ଉଠୁଛିଯେ ଜେଏସ ଡବ୍ଲୁ ଖଣି ଖଲିବା ପୃର୍ବରୁ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଗୋଲାକୋଆଡେ, ଲୋକଙ୍କ ପିଇବା ପାଇଁ ବିଶୁଦ୍ଧ ପାଣି, ସ୍କୁଲ ବସ, ମେଡିକାଲ ଆମ୍ବୁଲାନ୍ସ, ନିଯୁକ୍ତି, କୋଇଡା ଅଞ୍ଚଳ ର ବଡ଼ ମେଡିକାଲ ପରି ବିଭିନ୍ନ ପ୍ରତିଶୃତି, ଆଦିବାସୀ ଲୋକଙ୍କୁ ଭୁଆଁ ବୁଲାଇବାରେ ଜେଏସ ଡବ୍ଲୁକୁ ବେସ ଜଣା, ଆଦିବାସୀଙ୍କ ପ୍ରତିଶୃତି ଏଇଆ ଝରଣା ସ୍ୱତକୁ ଖଣିର କାଦୁଅ ପାଣିରେ ପତି ହଇଗୋଲା ସ୍ୱତ ବନ୍ଦ କରିବା ଆଦିବାସୀଙ୍କୁ ବିଶୁଦ୍ଧ ପାଣି ଜାଗାରେ ଖଣିର ନାଲି ପାଣି ପିଆଇବା
ସୁନ୍ଦରଗଡ଼ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜଦୁତ ଖବର
