*ନୂଆପଡା ଉପ ନିର୍ବାଚନ ବିଜେପି ପକ୍ଷ ରୁ ନିର୍ବାଚନ ପ୍ରଚାର, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ଆଜି କୋମନା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ରେ କଲେ ନିର୍ବାଚନ ପ୍ରଚାର*
ନୂଆପଡା( ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ବିଜେପି ପକ୍ଷ ରୁ ନିର୍ବାଚନ ପ୍ରଚାର, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ଆଜି କୋମନା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ରେ କଲେ ନିର୍ବାଚନ ପ୍ରଚାର। ବାଇକ୍ ରାଳି ସହ ବିପୁଳ ଜନ ସମର୍ଥନ କରିଥିବା ବେଳେ ମହିଳା ମାନେ ଘର ସମ୍ମୁଖ ରେ ଛୁଟି କାଟି ଜୟ ଢୋଲକିଆ ଙ୍କ ସ୍ବାଗତ କରିଛନ୍ତି। ନିଜ ବାପାଙ୍କ ସମାଜ ସେବା କୁ ପାଥେୟ କରି ନିର୍ବାଚନ ମଇଦାନ ରେ ଅବତରଣ କରିଥିବା ବେଳେ ଜନତା ଙ୍କ ସେବା ଜୀବନ ରେ ଏକମାତ୍ର ଲକ୍ଷ ବୋଲି ପ୍ରକାଶ କରିଛନ୍ତି। କୋମନା ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ର ଦାବୀରି, ଗଣ୍ଡାମେର, ଲର୍କି, ନେହେରୁ ନଗର, କଟାପାଲି, ଦାନୋଝୋଲା ଗ୍ରାମପଞ୍ଚାୟତ ରେ ନିର୍ବାଚନ ପ୍ରଚାର କରିଛନ୍ତି।
