*ନୂଆପଡ଼ା ଉପ ନିର୍ବାଚନ ମନ୍ତ୍ରୀ ଓ ନେତାଙ୍କ ନିର୍ବାଚନୀ ସଭାରେ ଉଦବୋଧନ, ଦଳୀୟ ପ୍ରାର୍ଥି ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା, ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଇ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଓ ଖାଦ୍ୟ ମନ୍ତ୍ରୀ ବିଷ୍ଣୁ ପତ୍ର ଯୋଗଦାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ମନ୍ତ୍ରୀ ଓ ନେତାଙ୍କ ନିର୍ବାଚନୀ ସଭାରେ ଉଦବୋଧନ, ଦଳୀୟ ପ୍ରାର୍ଥି ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଆଜି ନୂଆପଡ଼ା ସରାବଙ୍ଗ ବଜାର ପଡିଆ ଠାରେ ଆଜି ଏକ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ସଂଘ ବୈଠକ ରେ ଯୋଗ ଦାନ କରିଥିଲେ। , ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇ ଉପ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ଭୋଟ ପାଇଁ ଆହ୍ବାନ କରିଛନ୍ତି। ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗ ଦେଇ ଉପ ନିର୍ବାଚନ ଓ ଖାଦ୍ୟ ମନ୍ତ୍ରୀ କୃଷ୍ଣ ପାତ୍ର ଯୋଗଦାନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ଆହ୍ବାନ କରିଛନ୍ତି। ଏହି ସଭାରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, କେନ୍ଦୁପତ୍ର କର୍ମ ସଂଘ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ
