*ନୂଆପଡା ଉପ ନିର୍ବାଚନ ରେ ନିର୍ବାଚନ ସଭାକୁ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ଆସନ୍ତା କାଲି ଯୋଗ ଦେବେ ସାଧାରଣ ସଭା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ନିର୍ବାଚନ ସଭାକୁ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ଆସନ୍ତା କାଲି ଯୋଗ ଦେବେ ସାଧାରଣ ସଭା ରେ ଯୋଗ ଦେବେ। ଭୁବନେଶ୍ୱର ରୁ ୯.ଘଣ୍ଟା ୪୫ ମିନିଟ ରୁ ବାହାରି ୧୦ ଘଣ୍ଟା. ୪୫ ମିନିଟ ରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ ରେ ପହଞ୍ଚିବେ। ସେଠାରୁ ସେତନ୍ତ୍ର ହେଲିକପ୍ଟର ରେ ସମ୍ଭବ ଅସ୍ଥାୟୀ ହେଲିପେଡ ରେ ୧୧ ଘଣ୍ଟା ୧୫ ମିନିଟ ରେ ପହଞ୍ଚିବେ। ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ସଭାରେ ସ୍ଥଳୀ ରେ ରହି ଉଦବୋଧନ ଦେବେ। ସେଠାରୁ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ ରେ ୧ ଘଣ୍ଟା ୧୦ ମିନିଟ ରେ ବାହାରି ଭୁବନେଶ୍ୱର ରେ ୨ ଘଣ୍ଟା ରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଅଛି।
