ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ
ଯାଜପୁର /ବିଞ୍ଝାରପୁର (ଭଞ୍ଜଦୂତ :ନିପ୍ର )ରିପୋର୍ଟର ସରୋଜ କୁମାର ଧଳ
ବିଞ୍ଝାରପୁର ବ୍ଲକ ନିକଟସ୍ତ କୈଲାଣ ପୁର ଗ୍ରାମ ମକୁନଦାସ ଘାଟ ନିକଟରେ ଏକ ବିରାଟ କୁମ୍ଭୀର କୁ ନେଇ ଗ୍ରାମବାସୀ ଙ୍କ ଭିତରେ ଭୟର ବାତା ବରଣ ସୃଷ୍ଟି ହୋଇଥିବା ବେଳେ ନଦୀ କୁଳ ଲୋକ ମାନେ ଏବେ କି ଭଳି ଚଳିବେ ତାହାକୁ ନେଇ ଲୋକ ମାନଙ୍କ ଚର୍ଚ୍ଚାର ବିଷୟ ପାଲଟିଛି ନଦୀ କୁଳିଆ ଲୋକ ମାନେ ଗାଧେଇବା, ବାସନ ମଜା, ଓ ସମସ୍ତ କାମ ନଦୀ ତାଙ୍କର ମାଧ୍ୟମ | ଗ୍ରାମ ବାସି ବନ ବିଭାଗ କୁ ଫୋନ କରିଥିଲେ ବନ ବିଭାଗ ଆସି ପହଁଚି ଥିଲେ ଓ ଗ୍ରାମ ବାସୀଙ୍କୁ ସଚେତନ ର ବାର୍ତ୍ତା ଦେଇଥିଲେ ଗ୍ରାମ ବାସୀଙ୍କ ଅଭିଯୋଗ ବାର ବାର ଏହି ଭଳି କୁମ୍ଭୀର ଖରସ୍ରୋତା ରେ ଦେଖୀ ବାକୁ ମିଳୁଛି ପଶାସନକୁ ଅନୁରୋଧ କରି ବା ସ୍ୱତେ କୌଣସି ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ କିଛିଦିନ ତଳେ ଘଣ୍ଟିଆଳି ଗ୍ରାମ ଠାରେ ସେହି କୁମ୍ଭୀର କୁ ନେଇ ଆତଙ୍କ ଖେଳିଯାଇ ଥିଲା କେତଟା ଦିନ ଯାଇନି ଫୁଣି ସେହିଆ ନଦୀ କୁଳିଆ ଲୋକେ ଗୋରୁ, ଛେଳି, ମେଣ୍ଢା ସବୁ ସେହି ନଦୀ କୂଳରେ ବିପଦ ଅବସ୍ଥାରେ, ସରକାରଙ୍କୁ ନିବେଦନ କରିଛନ୍ତି ଏହାର କିଛି ସ୍ଥାୟୀ ସମା ଧାନ କରାଯାଉ
