
ବଡ଼ସାହି….ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧିନ ଭୀମଦା ଗ୍ରାମ ପଞ୍ଚାୟତ ଚେଙ୍ଗୁଆ ମଙ୍ଗଳପୁର ମଠ ଭିତରେ,
ଏହି ମଠ ରେ ଜଣେ ବାବା ଆଜକୁ ପାଞ୍ଚ ଛଅ ବର୍ଷ ହେବ ରହି ଆସୁଥିଲେ, ହଟାତ୍ ଏ ପରି ଘଟଣା ଲୋକ ମାନଙ୍କୁ ଆଚମ୍ବିତ କରିଦେଇଛି ଗତ କାଲି ରାତିରେ ବାବା ମଠ ମନ୍ଦିର ରେ ଏକାକି ରହିଥିଲେ ସକାଳୁ ମଠ ର ଅନ୍ୟ ମେମ୍ବର ମାନେ ଆସି ଦେଖନ୍ତି ତ ବାବା ଗୋଟିଏ ସରୁ ପ୍ଲାଷ୍ଟିକ ରଶି ରେ ପେଡା ଗଛ ଡାଳ ରେ ଝୁଲୁଛନ୍ତି ଗୋଡ଼ ଦୁଇଟି ତଳେ ଲାଗିକି ଅଛି, ସଙ୍ଗେ ସଙ୍ଗେ ସେହି ମେମ୍ବର ମାନେ ଭୀମଦା ଫାଣ୍ଡି ବାବୁଙ୍କୁ ଖବର ଦେଇଥିଲେ, ଫାଣ୍ଡି ବାବୁ ଓ ତାଙ୍କର ଷ୍ଟପ ଙ୍କୁ ନେଇ ଘଟଣା ର ତଦନ୍ତ ଜାରି ରଖିଛନ୍ତି, ଏଠି ପ୍ରଶ୍ନ ଉଠୁଛି ବାବା ଏପରି ଘଟଣା କାହିଁକି କରିଲେ ନା କିଏ କରାଇଦେଇଛି, ତାହା ଏବେବି ଅସ୍ପଷ୍ଟ,
ବଡ଼ସାହି ରୁ ଅଜିତ୍ କୁମାର ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ