ବିଞ୍ଝାରପୁର (ସରୋଜ କୁମାର ଧଳ) : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ନିକଟସ୍ଥ ସିଂହପୁର ସ୍ଥିତ ଖରସ୍ରୋତା ମହା ବିଦ୍ୟାଳୟ ରେ ଆଜି ତା ୧୪/୦୮ରିଖ: ଅଧକ୍ଷ -ବ୍ରଜ କିଶୋର ସାହୁ ଙ୍କ ନେତୃତ୍ୱରେ ଅଧ୍ୟାପକ -ପୂର୍ଣ୍ଣ ଚନ୍ଦ୍ର ସାମଲ, ମୀନକେତନ ତ୍ରିପାଠୀ,ସୁବାସ ଚନ୍ଦ୍ର ସାହୁ, ଜଳଧର ସାହୁ, ଚିତ୍ତରଞ୍ଜନ ସାହୁ, ସନ୍ତୋଷ କୁମାର ମହାପାତ୍ର ଙ୍କ ଉପସ୍ଥିତିରେ ଓ ସହ ସହ ସଂଖ୍ୟାର ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଜାତୀୟ ପତାକା ଧରି ହର ଘର ତ୍ରିରଙ୍ଗା ପଦ ଯାତ୍ରା ରେ ସ୍ଲୋଗାନ ମାଧ୍ୟମର କଲେଜ ସମ୍ମୁଖରୁ ବାହାରି ୫କିଲୋମିଟର ପର୍ଯ୍ୟନ୍ତ ପରୀକର୍ମା କରଥିଲେ ଓ ତ୍ରିରଙ୍ଗା ଯାତ୍ରାଟିକୁ ମନ ଭରି ଉପଭୋଗ କରିଥିଲେ |
