
ମନକିବାତ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଯାଜପୁର ସାଂସଦ
ଯାଜପୁର /ବିଞ୍ଝାରପୁର : (ନିପ୍ର )ରିପୋର୍ଟର ସରୋଜ କୁମାର ଧଳ,ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ବାବା ବରୁଣେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଯାଜପୁର ମାନ୍ୟବର ସାଂସଦ ଶ୍ରୀ ଯୁକ୍ତ ରବୀନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଞ୍ଝାରପୁର ର ବିଧାୟିକା ପାର୍ଥିନି ଶ୍ରୀମତୀ ବବିତା ମଲ୍ଲିକ ଓ ବ୍ଲକ କୋଡିନେଟର ଶ୍ରୀ ନିରଞ୍ଜନ ବେହୁରିୟା, ସାଂସଦ ଙ୍କର ନୋମିନି-ଶ୍ରୀ ପଣ୍ଡା ବେହେରା ଓ ବହୁ କର୍ମକର୍ତା ବୃନ୍ଦ :-ଜିତେନ୍ଦ୍ର ବିଶ୍ୱାଳ ଙ୍କ ସହିତ ଭୁବନା ନନ୍ଦ ସାମଲ, ଦୀନବନ୍ଧୁ ଦାସ, ଗକୁଳାନନ୍ଦ ଜେନା, ଯଦୁମଣି ଧଳ କୁଞ୍ଜ ବିହାରୀ ବେହେରା ପ୍ରମୁଖ ବହୁ ଶତାଧିକ କର୍ମୀ ଉପସ୍ଥିତ ଥିଲେ ଏବଂ ସମସ୍ତ ମଣ୍ଡଳର ସଭାପତି ହେଲେ | ଶ୍ରୀଧର ଜେନା,ମୋନରଞ୍ଜନ ସାହୁ, ସଞ୍ଜୟ କୁମାର ପତି, ଶୁକଦେବ ଦାସ, ଚିନ୍ମୟ ପାଣ୍ଡବ, ଉତ୍ତମ କୁମାର ଦାସ,ଉପସ୍ଥିତ ରହି ଯଶୋସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ରମୋଦି ଙ୍କର ୧୨୪ତମ ମନ କି ବାତ କାର୍ଯ୍ୟକ୍ରମ ଟିକୁ ମନଭରି ଅନୁଭବ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା |