*ବୋଡ଼େନ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ଭାବେ ରଶ୍ମିତା, ସାଧାରଣ ସମ୍ପାଦକ ଭାବେ ମୁକେଶ ମନୋନୀତ*।
ନୂଆପଡା(ମିଖାଏଲ ନନ୍ଦ)
ତା :୧୬/୧୦
ବୋଡ଼େନ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ, ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ। ସଭାପତି ଭାବରେ ରଶ୍ମିତା ପାଣ୍ଡେ, ଉପ ସଭାପତି ମଙ୍ଗଳ ମାଝୀ, ସାଧାରଣ ସମ୍ପାଦକ ମୁକେଶ ରଣା ମନୋନୀତ ହୋଇଛନ୍ତି। ସେହିପରି ସହକାରୀ ସମ୍ପାଦକ ଆରତୀ ହାତୀ, ସାଂସ୍କୃତିକ ସମ୍ପାଦକ ଗଜବାହିନି ହାତୀ, ଡ୍ରାମା ସମ୍ପାଦକ ପ୍ରିୟଙ୍କା ଛତ୍ରିଆ, ସହକାରୀ ଡ୍ରାମା ସମ୍ପାଦକ କେଶରୀ ଦାଶ, କ୍ରୀଡ଼ା ସମ୍ପାଦକ ସପନା ସା , ସହକାରୀ କ୍ରୀଡ଼ା ସମ୍ପାଦକ ଶିଖା ରାଉତ, ଦିନ ବେଳା ସମ୍ପାଦକ ତେଜମନ୍ ବାଗ ମନୋନୀତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ଅବନୀ ଖମାରୀ ସୂଚନା ଦେଇଛନ୍ତି।
