**ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ରୂପେ ପ୍ରତିମା ନାଗ ଓ ସମ୍ପାଦକ ଭାବେ ଲୋପା ପୂଝାରୀ ମନୋନୀତ।*
ନୂଆପଡା(ମିଖାଏଲ ନନ୍ଦ)
ତା :୧୬/୧୦.
ନୂଆପଡ଼ା ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ରେ ଛାତ୍ର ସଂସଦ ନିର୍ବାଚନ ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ,ସଭାପତି ରୂପେ ପ୍ରତିମା ନାଗ, ଉପ ସଭାପତି ରୂପେ ପୂଜା ଶବର, ସମ୍ପାଦକ ରୂପେ ଲୋପା ପୂଝାରୀ ମନୋନୀତ ହୋଇଛନ୍ତି। ସେହିପରି ସହକାରୀ ସମ୍ପାଦକ ମନୀଷା କୈବର୍ତ୍ତ, ସାଂସ୍କୃତିକ ସମ୍ପାଦକ ତିଳୋତ୍ତମା ପୋଡ, ଏବଂ କ୍ରୀଡ଼ା ସମ୍ପାଦକ ଛୟାକାନ୍ତି ଖାଡ଼ିଆ ମନୋନୀତ ହୋଇଛନ୍ତି। ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଛାତ୍ର ଜୀବନରେ ନେତୃତ୍ୱ ନେବା ସୁଯୋଗ ପାଇଁ ବେଶ୍ ଆନନ୍ଦିତ।
