କୋକସରା(ମଣ୍ଟୁ ପାଣିଗ୍ରାହୀ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାଲ ପଞ୍ଚାୟତ ସନସରା ଦରି ତ୍ରିପାଲଦେଇ ଘରକରି ବର୍ଷ ବର୍ଷ ଦେଇ ୭ ଜଣ ପରିବାର ରହି ଆସୁଛନ୍ତି ଲଗାଣ ବର୍ଷା ଯୋଗୁଁ ଭାଙ୍ଗି ଗଲା ଝିମ୍ପୁଡି କୁଣିଆ ଘର ଭାଙ୍ଗି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ବର୍ତମାନ କୋଉଠି ଆଶ୍ରୟ ନେବେ ଚିନ୍ତା ରହିଛନ୍ତି ସେମାନେ ହେଳେ ବିଜୟ ଶତନାମୀ ଓ ଏଥିରେ ମଧ୍ୟ ପୁଅ ଝିଅ ଅଛନ୍ତି ପ୍ରଶାସନ ପକ୍ଷ ରୁ ବିଜୁପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି ହୋଇଛି ।
