ଚମାରଗାଁ ପଞ୍ଚାୟତ ର ତେଘରୀ , ଗୋଳାଇ, ତାରାଦିଘି, ଗ୍ରାମ ର ଚାଷୀ ର କିଛି ଗହୀରା ଜମି 6ଥର ରୁଆକମ ସାରିଥିଲେ ବି ଚାଷୀ ହତାଶ କାରଣ ଚାଷୀ ତଳି ଧନ ନାହିଁ ଶିଖରପୁର ପଞ୍ଚାୟତ ରେ ବି ବହୁ ଚାଷୀ ମଥାରେ ହାତ ଦେଇ ବସିଛନ୍ତି କଣ କରିବେ ଚାଷୀ ଏ ଅଞ୍ଚଳର ଏକ ମାତ୍ର ସାହାରା ଚାଷ ଚାଷୀକୂଳ ଭାଙ୍ଗି ପଡ଼ିଛି ଅନ୍ଯ କୌଣସି ରୋଜକାର ର ରାସ୍ତା ନାହିଁ ଚାଷୀ ବର ମ୍ୱାର ତଳି ରୁଇ ହତାଶ କୃଷକ ମୋହନ ତାର ଧର୍ଜ କୁ ମାନିବାକୁ ପଡ଼ିବ, ତେଣୁ ଜୟ କିଷାନ୍ ଜୟ ଜବାନ ଜୟ ବିଜ୍ଞାନ ଚାଷ ନ ହେଲେ ସାବୁ ବନ୍ଦ ହେବ କୃଷକ ମୋହାନ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
