ଜଳେଶ୍ୱର 23,9,26 ଅଗ୍ରୱାଲା ଛକ ରେ ସମୁଦ୍ର ସୃଷ୍ଟି ହୋଇଛି ରାସ୍ତା ଉପରେ ପ୍ରତି ଦିନ ଏହି ମୁଖ୍ୟ ରାସ୍ତା ଦେଇ ହଜାର ହଜାର ଲୋକ ଗାଡ଼ି ଚାଳକ କରନ୍ତି କିନ୍ତୁ ଦୁଃଖର ବିଷୟ ପ୍ରଶାସନ ଗଡ ନିଦ୍ରା ରେ ଅଛନ୍ତି ଜନସାଧାରଣ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରି ନାହିଁ ତେଣୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜନସାଧାରଣ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି
