
, କେନ୍ଦୁଝର…ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ରାଣିବେଡା ଗ୍ରାମ ପଟିଲ ସାହି ପଟିଲ ସାହି ଟି ପାହାଡ ତଳେ , ହାତୀ ର ବସା ପଟିଲ ସାହି କୁ ଏପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ର ସୁବିଧା ନାହିଁ ,କିମ୍ବା ଗୋଟିଏ ମଣ୍ଡପ କୋଠଘର ଟିଏ ନାହିଁ ,ଅଧିକାଂଶ ଲୋକେ ଭଙ୍ଗା ଚାଳଘରେ ରାସନ ପାଞ୍ଚକେଜି ଲେଖାଏଁ ମିଳୁଛି ,ସାହି ବାସିନ୍ଦା ବହୁତ ଅସୁବିଧା ର ସମୁଖିନ ହେଉଛନ୍ତି , ମୌଳିକ ଅଧିକାର ରୁ ବଞ୍ଚିତ ଅଛନ୍ତି , ପଟିଲ ସାହି କୁ ନା ଅଛି ପକା ରାସ୍ତା ନା ଅଛି ନା କୌଣସି ସୁବିଧା , ଏହି ଖବରପାଇ , ଏଚ୍ ଆର୍ ଡି ଏଫ୍ ଇଣ୍ଡିଆ ଓ ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ ପହଞ୍ଚି ଭଲମନ୍ଦ ବୁଝିଥିଲେ ସାହି ବାସିନ୍ଦା ପ୍ରଶାସନ ଙ୍କୁ ଅନୁରୋଧ ଅଭିଯୋଗ କରିଛନ୍ତି ,ଏବଂ ଏଚ୍ ଆର୍ ଡି ଏଫ୍ ଇଣ୍ଡିଆ ଅବଗତ କରାଇଛନ୍ତି ପଟିଲ ସାହି କୁ ରାସ୍ତା ,ଏବଂ ନଳକୂପ ମରାମତି ସହିତ ନଳକୂପ ର ଚାନ୍ଦିନୀ ଓ ଷ୍ଟ୍ରିଟ୍ ଲାଇଟ୍ , ମଣ୍ଡପ କୋଠଘର , ପ୍ରତ୍ୟେକ ପରିବାର କୁ ଆବାସ ଯୋଜନାରେ ଘର ଓ ଅନ୍ତୋଦୟ ଯୋଜନା , ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ , ଅସହାୟପ୍ରେମୀ ଦୁଃଖବନ୍ଧୁ ବିଶ୍ୱାଳ ନିବେଦନ କରିଛନ୍ତି।