ମୋର ନୂତନ ନାତୁଣୀର ନାମ କରଣ ଉତ୍ସବ ପାଳିତ ହୋଇ ଯାଇଛି
ତାରିଖ: ୧୮/୦୯/୨୦୨୬
ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥ ପୁର ଗ୍ରାମ ପଞ୍ଚୟତ ନିକଟସ୍ତ ରଘନାଥପୁର ଗ୍ରାମର ଶ୍ରୀମତୀ ଯାଇତ୍ରି ନାୟକଙ୍କ ଏକ ମାତ୍ର ପୁତ୍ର ଶ୍ରୀଯୁକ୍ତ ସଂଗ୍ରାମ ନାୟକ (ମଣ୍ଟି)ଙ୍କର ନବ ଜନ୍ମିତ ଶିଶୁ କନ୍ୟାର ଏକୋଷିଆ ଧୁମ ଧାମରେ ପାଳନ କରିବା ଅବସରରେ ଆଞ୍ଚଳିକ ଶ୍ରମିକ ସଂଘର ଇଞ୍ଚାର୍ଜ୍ ଶ୍ରୀଯୁକ୍ତ ପଙ୍କଜ ଲୋଚନ ନାୟକ ଯୋଗ ଦେଇ ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ । ଏହି ସଙ୍କୀର୍ତ୍ତନ ମଣ୍ଡଲିର ମ୍ୟାନେଜର ପବିତ୍ର ନାୟକ ସୁନ୍ଦର ଭାବରେ ପରିଚାଳନା କରିଥିଲେ
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
