ପୂର୍ବତନ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ କାମନା କଲେ ଜିରାଙ୍ଗ ବିଜେଡି କର୍ମୀ।
ଗଜପତି (ଟିକି ଲିମା )
ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆରୋଗ୍ୟ କାମନା ପାଇଁ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜିରାଙ୍ଗୋ ବଳଦେବ ମନ୍ଦିର ଠାରେ ବିଜେଡ଼ି କର୍ମୀ ମାନେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ କାମନା ପାଇ ପୂଜା ଏବଂ ପ୍ରାର୍ଥନା କରାଯାଇଥିଲା ,କାରଣ ଯେତେ ଜଲ୍ଦୀ ନିଜ ରାଜ୍ୟକୁ ଫେରି ଆସିବେ ବୋଲି । କାରଣ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ମୁମ୍ବାଇ ର ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି ବୋଲି ବଳଦେବ ମନ୍ଦିରରେ ପୂଜା ଅର୍ଚ୍ଚନା କରି ତାଙ୍କ ଶରୀର ଉପଶମ ଏବଂ ଆରୋଗ୍ୟ ହେବେ ସେଥିପାଇଁ ସ୍ୱତନ୍ତ୍ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ପାଇ କରାଯାଇଥିଲା ପ୍ରାର୍ଥନା ।
