*ଷଡ଼ଙ୍ଗୀ ରେଞ୍ଜର ଅଫିସରେ ନୂତନ ଭାବେ ଯୋଗ ଦେଇଥିବା ବନାଞ୍ଚଳ ଅଧିକାରୀଙ୍କୁ ସ୍ବାଗତଂ ସମ୍ବର୍ଦ୍ଧନା କଲେ ପକୃତିର ବନ୍ଧୁ ହରିହର ସାହୁ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଢେଙ୍କାନାଳ ବନଖଣ୍ଡ ଅଧିନରେ ଥିବା ଗଁନ୍ଦିଆ ବ୍ଲକ ଷଡ଼ଙ୍ଗୀ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ନୂତନ ଭାବେ ଯୋଗ ଦେଇ ଥିବା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ଦଳେଇ ଙ୍କୁ ଫଳ ଚାରା ଓ ଉତ୍ତରୀୟ ଦେଇ ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ହରିହର ସାହୁ ସ୍ବାଗତ ସହିତ ସମ୍ବର୍ଦ୍ଧିତ କରିଛନ୍ତି।
