ମହାନ୍ତି ପରିବାରକୁ ମିଳିଲା ପ୍ରଥମ ସ୍ଥାନ!
ବାରିପଦା, ( )ମୟୁରଭଞ୍ଜ ଇଂଜେନେରିଙ୍ଗ କଲେଜ ରେ ଲଷ୍ମୀପୂସୀ ଠାରେ ଚଳିତ 2026 ଡିପ୍ଲୋମା ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାରୀ କ୍ରୀଷ୍ଣା ତୁଳସୀ ମହାନ୍ତି ଓ ପ୍ରିନସିପାଲ ଧର୍ମବୀର ଭୁଗେଏଡ଼ଇ ଙ୍କୁ ଧନ୍ୟବାଦ ଦେଇଛନ୍ତି! କ୍ରିଷ୍ଣା ମହାନ୍ତି ଙ୍କ ଜେଜେବାପା ସର୍ଗତ ହରେକୃଷ୍ଣ ମହାନ୍ତି ପୂର୍ବତନ ବ୍ଲକ ଉପ!ଦକ୍ଷ ଓ ଶକ୍ଷୀୟବିତ୍ତ,ଜେଜେମା ଡାକ୍ତର ଅବନ୍ତୀ ମହାନ୍ତି ଓ ମାତା ବାରିପଦା ଓକିଲ ସ୍ଵରଲିପି ଦାସ ପଟ୍ଟନାୟକ, ପିତା ଓକିଲ ବିଦ୍ୟୁତ କୁମାର ମହାନ୍ତି ପ୍ରକାଶ କରିଛନ୍ତି
