ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଜପୁର ସଂସଦୀୟ କ୍ଷେତ୍ରର ବୈଠକ
ରିପୋର୍ଟ – ନିରୋଜ କୁମାର ସେଠୀ
ଆଜି ବିଜେପି ସଂସଦୀୟ କ୍ଷେତ୍ରର ବୈଠକ ରାଜ୍ୟ କାର୍ଯ୍ୟାଳୟ ଯାଜପୁର ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନ ମୋହନ ସାମଲ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋରାରଜୀ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି,ସୁଖ ଦୁଃଖର ସାଥି ବରୀ ବିଜେପି ନେତା ଶ୍ରୀ ଉମେଶ ଚନ୍ଦ୍ର ଯେନା, ବିଜେପି ନେତ୍ରୀ ଦେବଯାନୀ ପ୍ରଧାନ, ଗୈାତମ ରାଏ,ଏ,ପି ରବି ନାରାୟଣ ବେହେରା, ପ୍ରମୁଖ ନେତୃ ବୃନ୍ଦ ଉପସ୍ଥିତ ରହି ଆଗାମୀ ଦିନରେ ସ୍ଥଳ ସ୍ତରରୁ କିପରି ଦଳକୁ ମଜୁଭୁତ କରି ହେବ ତାହା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା ।
