*ରେଭେନ୍ସା କଲେଜରେ ନାମ ଲେଖା ପୂର୍ବରୁ ସିଦ୍ଧେଶ୍ୱର ବେହେରା ଙ୍କ ଅକାଳ ବିୟୋଗ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ଯୋରନ୍ଦା ଗ୍ରାମର ବିଭୁତି ବେହେରାଙ୍କ ଏକମାତ୍ର ପୁତ୍ର ସିଦ୍ଧେଶ୍ବର ବେହେରାଙ୍କ 18ବର୍ଷ ବୟସରେ ସକାଳ 6.20ମିନିଟ ରେ ମତିଷ୍କ ଇଫେସ୍କନ ଦ୍ୱାରା ବଡ଼ମେଡିକାଲ କଟକରେ ପରଲୋକ ଘଟିଛି l ସେ ଜଣେ ମିଷ୍ଟଭାସି ମେଳାପୀ ଭଲ ଛାତ୍ର ଥିଲେ, ସେ +3ରେ ରେଭେନ୍ସା ରେ ନାମ ଲେଖାଇଥାନ୍ତେ କିନ୍ତୁ ଭଗବାନଙ୍କ ଲୀଳା ଟିକେଅଲଗା ସେଥିପାଇଁ ଏଭଳି ଘଟଣା ଘଟିଗଲା l ସିଦ୍ଧେଶ୍ବରଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଓ ମହିମା ଗୋସାଇଁଙ୍କ ପାଦପଦ୍ମରେ ବିନମ୍ର ପ୍ରାର୍ଥନା l
