ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଯାଜପୁର, ବରୁଆଁ, ଠାରେ ବିଶ୍ଵ ଦକ୍ଷତା ଦିବସ ପାଳିତ।
ରିପୋର୍ଟ – ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ବରୁଆ ଠାରେ ଗଢ଼ିଉଠିଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ବିଶ୍ବ ଦକ୍ଷତା ଦିବସ ପାଳନ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା କର୍ମ ନିୟୋଜନ ସଂସ୍ଥା ର କାର୍ଯ୍ୟ ନିର୍ବାହ ଅଧିକାରୀ ଶୁଶାନ୍ତ କୁମାର ନାଏକ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ ପରେ ପରେ ତାଙ୍କ ବକ୍ତବ୍ୟରେ କହିଲେ ଆମ ଯାଜପୁର ଜିଲ୍ଲା ରେ ଯେତେ କମ୍ପାନି କାର୍ଯ୍ୟ କରୁଛି ଏ ଅନୁଷ୍ଠାନରୁ ଯେତେ ଛାତ୍ର ଛାତ୍ରୀ ଉର୍ତ୍ତୀନ ହେବେ ସେମାନେ କାର୍ଯ୍ୟ ରେ ଲାଗି ପାରିଵେ ପାଠ ପଢ଼ାରେ ମନ ଦେଇ କାର୍ଯ୍ୟ ଶିଖିଲେ ନିଶ୍ଚିତ ଭାବରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ।ଉଦାହରଣ – ଅନୁଷ୍ଠାନ ରୋଲ ମଡେଲ ରେ ଆଫିପା ଫିରଦୋଶ। ବର୍ତ୍ତ ମାନ ପାଠ ପଢି ଚାକିରି କରିବାର ଦୃଷ୍ଟାନ୍ତ। ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ର ଅଧ୍ୟକ୍ଷ ପଦ୍ମନ ଚରଣ ସେଠୀ କହିଲେ ଭିର୍ତ୍ତୀ
ଭୂମିର ବିକାସ ଦିଗରେ ଆମେ ସଦା ସର୍ବଦା ଚେଷ୍ଠିତ। ଆଗାମୀ ଦିନରେ ବିଭିନ୍ନ ପ୍ରକାର ଇଲେକ୍ଟ୍ରନିକ୍ସ, ୱେଲ୍ଡର, ଫିଟର, Electrician,Diesal Mechanic, ଟ୍ରୁନର, motor Mechanic capa, Computer ବିଷୟରେ ଏଠାରେ ବହୁତ ସୁଯୋଗ ରହିଛି।ଏହାର ଫାଇଦା ନେଇ ଚାକିରୀ କରିବା ଦରକାର। ଅନୁଷ୍ଠାନ ତରଫରୁ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରେ ଡିବେଟ, କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଥିଲା ଏଥିରେ କୃତି ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ସହ ତ୍ତତ୍ତରୀୟ ,ଟ୍ରଫୀ ପ୍ରଦାନ କରାଯାଇଥିଲା।ଆଫିଫା ପ୍ରରିଦୋସ, ସଜେଦା ପରବିନ, ସୋଫିୟା ସୁଲତାନ,ସହିପା ପରବିନ, ଜୟଶ୍ରୀ ଜେନା, ଲିସା ପାତ୍ର ଲକ୍ଷ୍ମଣ ସାହୁ, ଉପସ୍ଥିତ ରହି ଥିଲେ। ତାଲିମ୍ ଅଧିକାରୀ ଶିଶିର କୁମାର ଓଝା ମଞ୍ଚ ପରିଚାଳନା କରିଥିଲେ। ପଞ୍ଚାୟତ ଉଚ୍ଚବିଦ୍ୟାଳୟ , ଶିକ୍ଷୟିତ୍ରୀ ସୁଜାତା ଜେନା,ପ୍ରମିଳା ଶିଅଳ,ପରମ ଜିତୀ ପାତ୍ର,ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଂକ ମଧ୍ୟରେ ସନ୍ତୋଷ କୁମାର ବେହେରା, ସତ୍ୟ ବ୍ରତ ପଣ୍ଡିତ ସବ୍ୟସାଚୀ କୁଣ୍ଡୁ, ନିରୁପମା ସାହୁ, ସୁଚିତା ଏକ, ପ୍ରିତୀ
ପଦ୍ମା ଘୋଷ, ତାମସା ରାଣୀ ବେହେରା,ସ୍ବାଗତ ସାହୁ, ସଂଯୁକ୍ତା ମହାନ୍ତି, ବିକ୍ରମ ବେହେରା,prithwi Ranjan panigrahi,ଆଶିମ କୁମାର ରାଉତ,ସୋଲେଖାନ ସୋରେନ୍,ସୃଶ୍ରୀ ସୁନିତା ଦାସ, ମୋନାଲିସା ପ୍ରଧାନ, କୈବଲ୍ୟ ରାଉତ,ଭରତ ଭୂଷଣ ସାହୁ,Sambit Sagar Jena,ସୁନୀଲ କୁମାର ସ୍ବାଇଁ , ବିଭୁତି ଦାସ,ରଞ୍ଜନ ସିଂ ଦିଲିପ୍ କୁମାର ସାମଲ,ତ୍ରିଲୋଚନ ସାହୁ,ଜଗନ ଜେନା , Sanjay Pandey,ସାଗର ଗୋଛୟତ Sk Nizamuddin , ପ୍ରମୁଖ କାର୍ଯ୍ୟ ର ଦାୟିତ୍ବ ତୁଲାଇଥିଲେ।
