କଳାହାଣ୍ଡି (କୁଳପତି ଶବର) : ଜୁନାଗଡ ସହର ଟ୍ରାଫିକ ଛକରେ ଏକଟ୍ରକ ଧକ୍କା ରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି ଜାତୀୟ ରାଜପଥ ନଂ ୨୬ ରେ ଏକ ଟ୍ରକ ଓର ୨୩ଇ ୮ ୭୭୬ ରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ସାମ୍ନା ପଟେ ଛିଡ଼ା ହୋଇଥିବା ଅଟେ ଓଡ଼ି ୨୬ଡି ୪୮୩୦ ଓ ୨ ଗେଟି ବାଇକ୍ କୁ ଧକ୍କା ଦେବା ଫଳରେ ଜଣେ ବାଇକ୍ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ମୃତ୍ୟୁ କ ଜୁନାଗଡ଼ ଥାନା ଅନ୍ତର୍ଗତ ଏକନାଗୁଡ଼ା ଗ୍ରାମର ଜଗଦୀଶ ଧଙ୍ଗଡା ମାଝୀ ୪୦ ହୋଇଥିବା ଜଣାପଡିଛି ଅନ୍ୟଜଣେ ବାଇକ୍ ଆରୋହୀ ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମର ରାଜକୁମାର ମେହେର ବଳି ଜଣାପଡିଛି ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରୁ ଫଳରେ ତାକୁ ଜୁନାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ଆଜି ଶବ ବ୍ୟବଚ୍ଛେଦ ହେଲାପରେ ଜୁନାଗଡ଼ ପୋଲିସ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିବା ପରେ ପରିବାର ଲୋକେ ଶବ ଧରି ଜୁନାଗଡ଼ ଥାନା ସମ୍ମୁଖରେ କ୍ଷତିପୂରଣ ଦାବି ରେ ଜାତୀୟ ରାଜପଥରେ ରାସ୍ତା ରୋକ କରିଛନ୍ତି ଟ୍ରକ ମାଲିକ ଙ୍କୁ କ୍ଷତି ପୂରଣଦେବା ପାଇ ଜୋର ଧରିଛନ୍ତି ।
