ଯାଜପୁର(ସରୋଜ କୁମାର ଧଳ) : ବଡ଼ଚଣା କଥାରେ ନାହିଁ ନିଜେ ବଞ୍ଚିଲେ ପରା ବାପ ର ନାଁ, ସେଥିପାଇଁ ଆମେ ନିଜ ଚିନ୍ତାକରୁ କିଏ ମଲା କି ଗଲା କଣ ଯାଏ, ଦେଖନ୍ତୁ କିପରି ଆମ ଚିନ୍ତାଧାରା କୁ, ନିଜ ସୁବିଧା ପାଇଁ ଅନ୍ୟ ମାନଙ୍କର ଜୀବନକୁ ବାଜିରେ ଲଗାଇବାକୁ ପଛଘୁଞ୍ଚା ଦେଉନାହୁଁ ସେଥିପାଇଁ ପରା କଳା ମୁଣ୍ଡିଆ ଏଜାଗାଟି ହେଉଛି.. ବାତୁଓ ବାଘୁଆ ଜୋରାବାଟୀ ମୌଜାରେ ଦେଖିବାକୁ ମିଳିଛି ବିଷାକ୍ତ ଖାଦ୍ୟର ଭଣ୍ଡାର ଯାହାକୁ ଖାଇ ବନ୍ୟଜନ୍ତୁ ଜୀବନ ଶଙ୍କଟାପର୍ଣ କୌଣସି ଵ୍ୟବଶାୟୀ ବ୍ୟକ୍ତିଜଣଙ୍କ ଅଧିକ ଲାଭଆଶାରେ.. ଖାଦ୍ୟର ଦୁରୁପଯୋଗ କରୁଛି ନାମୀ ଦାମୀ କମ୍ପାନର ବିସ୍କୁଟ ଗୁଡିକ ନିର୍ଦ୍ଧିଷ୍ଟ ସମୟ ଚାଲିଗଲା ପରେ ନିଜ ଜାଗାରେ ଫୋପାଡ଼ି ଗାତଖୋଳି ପୋତି ନ ଦେଇ ଅବା ନଷ୍ଟ ନ କରି କିପରି ବନ ବିଭାଗ ନାକ ତଳେ ଆଣି ଫୋପାଡ଼ି ଦେଇ ଚାଲିଯାଇଛି ବନ୍ୟ ଜନ୍ତୁ ଅବା, ଗୃହପାଳିତ ପଶୁ ଅବା ବୁଲା ଜନ୍ତୁ ଏହାକୁ ଖାଦ୍ୟ ରୂପରେ ଗ୍ରହଣ କରି ନିଜକୁ ବିପଦରେ ପକାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ୍ୟ ବିପଦକୁ ନିମନ୍ତ୍ରଣ କରୁଛନ୍ତି ତୁରନ୍ତ ଏପରି ଅମାନୁଷିକ ବ୍ୟକ୍ତି ଉପରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ।
